କାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ

ଆଜି ରଣନୀତି ପ୍ରସ୍ତୁତ କରିବେ ସବୁ ଦଳ ଭୁବନେଶ୍ବର :୧୮ ତାରିଖରୁ ବିଧାନସଭାର ବଜେଟ୍‌ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ୍‌ ୯ ତାରିଖ ଯାଏ ଚାଲିବ। ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବୁଧବାର ଦିନ ତିନି ପ୍ରମୁଖ ରାଜନୈତିକ ଦଳର ବିଧାୟକ ଦଳ ବୈଠକ ବସିବ। ବିଜେଡି ବିଧାୟକ ଦଳ ବୈଠକ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ ୫ଟାରେ ବିଧାନସଭାର ୫୪ … Continue reading କାଲିଠାରୁ ବିଧାନସଭାର ବଜେଟ୍ ଅଧିବେଶନ